ଦେବ ପ୍ରୟାଗ Deba prayāga
- ଦେ. ବି (ନାମ) — ଏକ କ୍ଷୁଦ୍ର ସହର — Name of a small town
- ଦେ. ବି (ନାମ) — [ଦ୍ର—ଏହା ଶ୍ରୀ ବଦରୀନାଥଙ୍କ ନିକଟରେ ବହୁଥିବା ଅଳକାନନ୍ଦା ଓ ଗଙ୍ଗୋତ୍ରୀରୁ ପ୍ରବାହିତା ଭାଗୀରଥୀଙ୍କର ସଙ୍ଗମ ସ୍ଥଳରେ ଅବସ୍ଥିତ। ଏହା ହିନ୍ଦୁଙ୍କର ତୀର୍ଥ ସ୍ଥାନ। ମଦନମୋହନ, ତୀର୍ଥଦର୍ଶନ 4 ର୍ଥ।] — [ଦ୍ର—ଏହା ଶ୍ରୀ ବଦରୀନାଥଙ୍କ ନିକଟରେ ବହୁଥିବା ଅଳକାନନ୍ଦା ଓ ଗଙ୍ଗୋତ୍ରୀରୁ ପ୍ରବାହିତା ଭାଗୀରଥୀଙ୍କର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହା ହିନ୍ଦୁଙ୍କର ତୀର୍ଥ ସ୍ଥାନ ମଦନମୋହନ, ତୀର୍ଥଦର୍ଶନ4ର୍ଥ]