ଦେବ ପ୍ରିୟ Deba priya

  • ସଂ. ବି — ପୀତ ଭୃଙ୍ଗରାଜ — A kind of plant
  • ସଂ. ବି — ବକବୃକ୍ଷ; ଅଗସ୍ତିଗଛ — Sesbania Grandifloria (tree)
  • ବିଣ — ଦେବତାମାନେ ଯାହାକୁ ସ୍ନେହ କରନ୍ତି — Beloved of the Gods