ଦେବ ପ୍ରଶ୍ନ Deba praṡna

  • ସଂ. ବି — ଦୈବପ୍ରଶ୍ନ; ଗ୍ରହ ନକ୍ଷତ୍ରାଦିଙ୍କୁ ଗତି ଓ ସଞ୍ଚାର ଆଦି ଗଣନାପୂର୍ବକ ଭବିଷ୍ୟତ ଶୁଭାଶୁଭ ଗଣନା କରିବା ନିମନ୍ତେ ପ୍ରଶ୍ନ — An oracle; divination