ଦେବ ପୁରୀ Deba purī

  • ସଂ. ବି. ( 6 ଷ୍ଠୀ ତତ୍; ଦେବ+ପୁରୀ) — ଦେବତାମାନଙ୍କ ନଗର; ଇନ୍ଦ୍ରପୁରୀ; ଅମରାବତୀ — Amarābatī, the capital where the Deities hold their court; Indra's court