ଦେବ ନଦୀ Deba nadī
- ସଂ. ବି — ଗଙ୍ଗା — The Ganges river
- ସଂ. ବି — ଯମୁନା — The J̄amunā river
- ସଂ. ବି — ସରସ୍ୱତୀ — The Saraswatī river
- ସଂ. ବି — ଦୃଷଦ୍ବତୀ — The Dṛushadbatī river
- ସଂ. ବି — ଲଙ୍କାସ୍ଥ ସୁବଳ ପର୍ବତ ନିକଟରେ ବହି ଯାଉଥିବା ନଦୀ — The river flowing near the moutain Subaḻa in Ceylon
- ସଂ. ବି — ବଢ଼ାଇଲେ ଦେବ ନଦୀରେ ସମସ୍ତେ ସ୍ନାନ କଲେ ଫଳାଶନ । ଭଞ୍ଜ. ବୈଦେହୀଶବିଳାସ ।