ଦେବ ତର୍ପଣ Deba tarapaṇa

  • ସଂ. ବି. ( 6 ଷ୍ଠୀ ତତ୍; ଦେବ+ତର୍ପଣ) — ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଆଦିଙ୍କ ନାମ ଗ୍ରହଣପୂର୍ବକ ସେମାନଙ୍କ ଉଦ୍ଦେଶ୍ୟରେ ଜଳାଞ୍ଜଳି ଦାନ — Oblations of water offered to the Deities