ଦେଣ୍ଦାର Deṇdār

  • ଦେ. ବିଣ. (କଚିରିଆ; ସଂ. ଦାନ+ଫା. ପ୍ରତ୍ୟୟ ଦାର୍) — ଋଣଗ୍ରସ୍ତ — Indebted; involved in debts
  • ବି. — ଖାତକ; ଅଧମର୍ଣ — Debtor
  • ବି. — ଯାହା ଉପରେ ଅନ୍ଯ ବ୍ଯକ୍ତି ଡିଗ୍ରୀ ପାଇ ଥାଏ — Judgement-debtor