ଦେଣା ପାଉଣା Deṇā pāuṇā

  • ଦେ. ବି (ସହଚର ଶବ୍ଦ; ସଂ. ଦେୟ ଓ ପ୍ରାପ୍ୟ) — ଦେୟ ଓ ପ୍ରାପ୍ୟ ଅର୍ଥ — Money payable and receivable
  • ଦେ. ବି (ସହଚର ଶବ୍ଦ; ସଂ. ଦେୟ ଓ ପ୍ରାପ୍ୟ) — ଦୁଇଜଣଙ୍କ ମଧ୍ୟରେ ହିସାବ ନିକାସି — Settlement of accounts between two persons