ଦେଖେଇ କହିବା Dekhei kahibā
- ଦେ. କ୍ରି — ଉପମାଦ୍ୱାରା ବୁଝାଇବା — To illustrate; to support by citing similar cases
- ଦେ. କ୍ରି — ଏଥକୁ ପ୍ରତିଲକ୍ଷ ଦେବା, ଭୋ ନୃପ ଦେଖାଇ କହିବା—ଜଗନ୍ନାଥ ଭାଗବତ।
- ଦେ. କ୍ରି — ଅପ୍ରତ୍ୟକ୍ଷ ବା ପରୋକ୍ଷଭାବରେ କହିବା — To speak indirectly
- ଦେ. କ୍ରି — ସୂଚନା ଦେବା — To hint