ଦେଖିଶୁଣି Dekhiṡuṇi

  • ଦେ. ଅ. କ୍ରି (ସହଚର ଶବ୍ଦ) — ଆଖିରେ ଦେଖି ଓ କାନରେ ଶୁଣି; ଉତ୍ତମରୂପେ ଅନୁଭବ ଦ୍ୱାରା ଉପଲବ୍ଧି କରି — After personal experience
  • ଦେ. ଅ. କ୍ରି (ସହଚର ଶବ୍ଦ) — (ଯଥା—ତୁ ଏ ସଂସାର ଗତି ଦେଖିଶୁଣି ସୁଦ୍ଧା ବାୟା ପରି ଅବୁଝା ହେଉଛୁ।)