ଦେଖି ଦାଖି Dekhidākhi

  • ଦେ. କ୍ରି — ଉତ୍ତମ ରୂପେ ପରୀକ୍ଷା କରି; ବୁଝି ସୁଝି; ପର୍ଯ୍ଯବେକ୍ଷେଣପୂର୍ବକ — After a thorough or careful examination
  • ଦେ. କ୍ରି — (ଯଥା—ବଜାରରୁ କୌଣସି ଜିନିଷ କିଣିବାବେଳେ ଦେଖି ଦାଖି କରି ନେବା ଉଚିତ।)