ଦେଖି ଚାହିଁ Dekhi chāhiñ

  • ଦେ. କ୍ରି. ବିଣ — ଅତି ସାବଧାନତା ବା ସତର୍କତା ସହକାରେ — With a great care
  • ଦେ. କ୍ରି. ବିଣ — ଦେଖିଚାହିଁ ବରିଛନ୍ତି ରାଜା ଏ ଜାମାତା। ଚିନ୍ତାମଣି, ବିକ୍ରମାଦିତ୍ୟ।
  • ଦେ. କ୍ରି. ବିଣ — ଭାବିଚିନ୍ତି; ସୁବିବେଚନାପୂର୍ବକ; ଅଗ୍ର ପଶ୍ଚାତ୍ ଭାବି — With a good deal of consideration