ଦେଖାଶୁଣା Dekhāṡuṇā
- ଦେ. ବି. (ସହଚର ଶବ୍ଦ) — ଦେଖିବା ଓ ଶୁଣିବା — Seeing and hearing
- ଦେ. ବି. (ସହଚର ଶବ୍ଦ) — (ଯଥା—ଏପରି କଥା ତ କେବେ ଦେଖାଶୁଣା ନ ଥିଲା।)
- ଦେ. ବି. (ସହଚର ଶବ୍ଦ) — ଦେଖିବା ବା ସଂବାଦ ରଖିବା; ତତ୍ତ୍ୱ ନେବା — Enquiry; looking after any thing
- ଦେ. ବି. (ସହଚର ଶବ୍ଦ) — ସମସ୍ତଙ୍କ ଦେଖାଶୁଣା ପ୍ରଣାମ ଆଶୀର୍ବାଦରେ ରାତି ହୋଇ ଗଲା। ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ।
- ଦେ. ବି. (ସହଚର ଶବ୍ଦ) — ଚିହ୍ନା ପରିଚୟ; ପରସ୍ପର ଆଳାପ ପରିଚୟ — Acquaintance
- ଦେ. ବି. (ସହଚର ଶବ୍ଦ) — (ଯଥା—ମୋର ତାଙ୍କର ଦେଖା ଶୁଣା ନାହିଁ।)
- ଦେ. ବି. (ସହଚର ଶବ୍ଦ) — ସେବା ଶୁଶ୍ରୁଷା କରିବା — Tending
- ବିଣ — ସୁପରିଚିତ — Well acquainted
- ବିଣ — (ଯଥା—ସେ ଆମର ଜଣେ ଦେଖାଶୁଣା ଲୋକ।)