ଦେଖାମଣା ସଞ୍ଜା Dekhāmaṇā san̄jā

  • ଦେ. ବି. — ପ୍ରଜା ଧୂଳିଭାଗରେ ଆବାଦ କରିଥିବା କୌଣସି ଜମିରେ ଫସଲ ମହଜୁତ୍ ଥିବା— ବେଳେ ଜମିଦାର ଓ ପ୍ରଜା ଉଭୟେ ଉକ୍ତ ଜମିକୁ ଯାଇ ଜମିଦାରଙ୍କୁ ପ୍ରଜାର ଦେୟ ଅଧେ ଧାନର ପରିମାଣ ସ୍ଥିର କରିବା; ଫସଲ କୁତ କରିବା — Appraisement or valuation of the produce of a raiyati holding to fix the respective shares of the lanlord and of the tenant therein; estimate of the landlord's half of the produce of a Bhāg holding while the crop is standing on a field
  • ଦେ. ବି. — ଜମିରେ ଫସଲ ଥିବା ସମୟରେ କୁତଦ୍ୱାରା ସ୍ଥିର ହୋଇ— ଥିବା ପ୍ରଜାର ଦେୟ ଉତ୍ପନ୍ନ ଦ୍ରବ୍ୟ — Produce of a land payable by a raiyat to a landlord on appraisement