ଦେଖାଦେଖି Dekhādekhi
- ଦେ. ବି. (ସହଚରଶବ୍ଦ) — ପରସ୍ପରସାକ୍ଷାତ୍; ମିଳନ — Interview; meeting each other; seeing one another
- ଦେ. ବି. (ସହଚରଶବ୍ଦ) — ହଳଦୀ ମଖାମଖି—ସୁବର୍ଣ୍ଣରେଖା ପାରି ହେଲେ କୁଟୁମ୍ବ ଦେଖାଦେଖି। ଢଗ।
- ଦେ. ବି. (ସହଚରଶବ୍ଦ) — ଅନ୍ଯୋଽନ୍ୟ ପରାକ୍ରମ ବୁଝାବୁଝି; ବଳ କଷାକଷି — Measuring of each other's strenght
- ଦେ. ବି. (ସହଚରଶବ୍ଦ) — (ଯଥା—ଆଜି ଯୁଦ୍ଧ ଭୂମିରେ ତୁମ୍ଭର ଆମ୍ଭର ପଟାଏ ଦେଖାଦେଖି ହେବ।)
- ଦେ. ବି. (ସହଚରଶବ୍ଦ) — ଉତ୍ତମରୂପେ ଦେଖିବା; ପରୀକ୍ଷା କରିବା — Seeing a thing carefully; examining
- ବିଣ — ପରସ୍ପର ମିଳିତ ହୋଇ ଥିବା — Meeting each other
- ବିଣ — ଯାହାକୁ ସର୍ବଦା ଦେଖାଯାଇ ପାରେ ବା ଯାହାର ତତ୍ତ୍ୱ ନିଆ ଯାଇ ପାରେ — Which can be often seen or attended to
- ବିଣ — ଦେଖାଦେଖି ଚାଷ, ଲଗାଲଗି ବାସ। ଢଗ।
- କ୍ରି. ବିଣ — ଜଣକର କାର୍ଯ୍ୟକୁ ଅନୁକରଣ କରି — Following another's action
- କ୍ରି. ବିଣ — ତୁମ୍ଭ ଦେଖାଦେଖି ଥୋକେ ଶିଖିବେ ଯେ ନର। ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା।