ଦେଖାଇ ହେବା Dekhāi hebā
- ଦେ. କ୍ରି — ନିଜର ବାହାଦୁରି, ସୌନ୍ଦର୍ଯ୍ଯ, ପରାକ୍ରମ, ବିଭବ ଆଦି ଅନ୍ଯ ବ୍ଯକ୍ତି ଯେପରି ଦେଖିବେ ସେହିପରି କାର୍ଯ୍ୟ କରିବା — To act with a view to show off one's excellence; to give one's self airs
- ଦେ. କ୍ରି — (ଯଥା—ତୁ ମୋ ଆଗରେ ସୁନ୍ଦର ପଣ କେତେ ଦେଖାଇ ହଉଛୁ ମ !)