ଦେଖାଇ ଶିଖାଇ କହିବା Dekhāi ṡikhāi kahibā

  • ଦେ. କ୍ରି — ଏକ ଉଦ୍ଦେଶ୍ୟକୁ ଲକ୍ଷ୍ୟ କରି ଅନ୍ୟର କଥା କହିବା; କୌଣସି ବ୍ଯକ୍ତିର ନାମ ନ ଧରି ଅନ୍ଯ ଛଳନାରେ ସେହି ବ୍ଯକ୍ତିକୁ ଆକ୍ରମଣ କରିବା — To attack or rebuke a person indirectly or by implication without mentioning his name