ଦେଖା ଯିବା Dekhā j̄ibā

  • ଦେ. କ୍ରି. (ଦେଖିବା କ୍ରିୟାର କର୍ମବାଚ୍ୟ ରୂପ) — ଦୃଷ୍ଟିଗୋଚର ହେବା — To come to view; to be seen
  • ଦେ. କ୍ରି. (ଦେଖିବା କ୍ରିୟାର କର୍ମବାଚ୍ୟ ରୂପ) — କିସ ପୁଣି ଦେଖା ନ ଯାଇ ଯେବେ ଥାଇ ଜୀବରେ। ଭଞ୍ଜ. ଲାବଣ୍ୟବତୀ।
  • ଦେ. କ୍ରି. (ଦେଖିବା କ୍ରିୟାର କର୍ମବାଚ୍ୟ ରୂପ) — ପ୍ରମାଣିତ ହେବା; ପ୍ରକାଶିତ ହେବା; ଜଣାପଡ଼ିବା — To be known; to be inferred or concluded
  • ଦେ. କ୍ରି. (ଦେଖିବା କ୍ରିୟାର କର୍ମବାଚ୍ୟ ରୂପ) — (ଯଥା—କାହାର କେତେ ବଳ ଆଜି ଫଳରେ ଦେଖାଯିବ।)