ଦେଖା ମଣା Dekhāmaṇā

  • ଦେ. ବି (ସଂ. ଦର୍ଶନ+ମନନ) — କୌଣସି ପଦାର୍ଥ ଉତ୍ତମରୂପେ ଦେଖି ଅନ୍ଯ ବ୍ଯକ୍ତିଠାରୁ ବୁଝିନେବା — Taking a thing from another after minutely examining it
  • ଦେ. ବି (ସଂ. ଦର୍ଶନ+ମନନ) — ଦେଖାମଣା ସଞ୍ଜା (ଦେଖ) — Dekhāmaṇā san̄jā (See)