ଦେଖା ଦର୍ଶନ Dekhā darṡana

  • ଦେ. ବି (ଏକାର୍ଥକ ସହଚର) — ଦର୍ଶନ; ଦେଖା ମିଳିବା — Sight
  • ଦେ. ବି (ଏକାର୍ଥକ ସହଚର) — (ଯଥା—ଦିନ ଦିପହର ଗଡ଼ିଲାଣି ଏତେବେଳ ଯାଏଁ ବରଯାତ୍ରୀଙ୍କ ଦେଖାଦର୍ଶନ ନାହିଁ।)
  • ଦେ. ବି (ଏକାର୍ଥକ ସହଚର) — ସାକ୍ଷାତ୍କାର — Interview