ଦେଖଣାହାରି Dekhaṇāhāri

  • ଦେ. ବି — ଦର୍ଶକ — Spectator
  • ଦେ. ବି — ହେଳେ ନେଉଥାଇ ଦେଖଣାହାରିଙ୍କ ହୃଦୟ ହରି—ରାଧାନାଥ, ଉଷା।
  • ଦେ. ବି — ଯାତ୍ରା ଆଦି ଦେଖିବା ଲୋକ — Sight-seer
  • ଦେ. ବି — ମହନ୍ତବାବାଙ୍କୁ ଦର୍ଶନ କରି ସମସ୍ତ ଦେଖଣାହାରି ହରିବୋଲ ପକାଇ ଗୋଡ଼ତଳେ ପଡ଼ିଗଲେ। ଫକୀରମୋହନ. ଗଳ୍ପସ୍ୱଳ୍ପ।