ଦେଏଦେଉଣୀ De-edeuṇī

  • ଦେ. ବିଣ ଓ ବି—(ସଂ. ଦା ଧାତୁ) — ପୁଣ୍ୟପର୍ବାଦିରେ ଯେଉଁ ଗରିବ ଲୋକମାନଙ୍କୁ କୌଣସି ଖାଦ୍ୟ ପଦାର୍ଥ ଅନୁଗ୍ରହ ସ୍ୱରୂପ ଦିଆଯାଏ; ଖଇରାତିୟା — Those to whom cakes are given gratis on festive occasions
  • ଦେ. ବିଣ ଓ ବି—(ସଂ. ଦା ଧାତୁ) — ସାଆନ୍ତଙ୍କ ଘରୁ ଦେଏଦେଉଣୀଏ ଜଣେ ଯେବେ ଫେରିଯିବ ଆଉ କାହିଁପାଇଁ ସାଆନ୍ତାଣୀ ଡାକ ପୁଣି ସେ ଆସି ଡାକିବ ଭିକାରୀ. ସାଆନ୍ତିଆ ବାହା