ଦେଉଳିଆ ଶିଝୁ Deuḻiā ṡijhu

  • ଦେ. ବି — ଏକପ୍ରକାର ନାଗଫେଣିଆ ଶିଝୁ ଗଛ — A kind of cactus, Cerens Hexagonus (Haines)
  • ଦେ. ବି — [ଦ୍ର—ଏହା ନାଗଫେଣିଆ ଗଛଠାରୁ ଡେଙ୍ଗା ଓ ସରୁଆ। ଏହାର ପବ ତିନି କୋଣିଆ ବା ତ୍ରିଶିରା ଏବଂ ଏହାର କଣ୍ଟା ମଧ୍ୟ ଛୋଟ। ଏହାର ପତ୍ର ନାହିଁ।]