ଦେଉଳ ଶୋଧ Deuḻa ṡodha

  • ଦେ. ବି. (ସଂ. ଦେବକୁଳ+ଶୋଧନ) — ରାଣୀ ଆଦି ବିଶିଷ୍ଟ ଯାତ୍ରୀଙ୍କ ଦର୍ଶନ ଉପଲକ୍ଷରେ ବା ପ୍ରତିଦିନ ରାତିରେ ଠାକୁରଙ୍କ ନୀତିଶେଷରେ ଦେଉଳ ବନ୍ଦ କରିବା ଉପଲକ୍ଷରେ ଦେଉଳ ଓ ଦେଉଳର ବେଢ଼ାରୁ ସମସ୍ତ ଲୋକ ବାହାରିଯିବା — Clearing a temple of all persons on the occasion of the visit of distinguished guests and females or after the close of the day's rituals