ଦେଉଳ କରଣ Deuḻa karaṇa

  • ଦେ. ବି — ଦେଉଳର କାର୍ଯ୍ୟ ଓ ହିସାବପତ୍ର ବୁଝିବା କର୍ମଚାରୀ — An officer who looks after the affairs of a temple, especially its accounts
  • ଦେ. ବି — [ଦ୍ର—ମନ୍ଦିରର ଆୟ ବ୍ଯୟ ଲେଖିବା ଏହାଙ୍କ କାର୍ଯ୍ୟ— ଜଗବନ୍ଧୁ. ପ୍ରାଚୀନ ଉତ୍କଳ।]