ଦୃଢ଼ପ୍ରତିଜ୍ଞ Dṛuṟḍ̠ẖa pratijn̄a

  • ସଂ. ବିଣ. ପୁଂ. (ବହୁବ୍ରୀହି; ଦୃଢ଼+ପ୍ରତିଜ୍ଞା) — ସ୍ଥିର ପ୍ରତିଜ୍ଞ; ଯାହାର ପ୍ରତିଜ୍ଞା ବା ବାକ୍ୟ ଅନ୍ଯଥା ହୁଏ ନାହିଁ — Faithful to one's promise; determined; resolute; true to one's promise
  • ସଂ. ବିଣ. ପୁଂ. (ବହୁବ୍ରୀହି; ଦୃଢ଼+ପ୍ରତିଜ୍ଞା) — ସ୍ଥିରବାକ୍ (ବ୍ଯକ୍ତି) — True to one's words (person)