ଦୃଢ଼ ବନ୍ଧନ Dṛuṟḍ̠ẖa bandhana

  • ସଂ. ବି. (କର୍ମଧା. ଦୃଢ଼+ବନ୍ଧନ) — ଟାଣୁଆ ବାନ୍ଧେଣୀ; ଯେଉଁ ବନ୍ଧନ ଫିଟିବ ନାହିଁ — A tight bond
  • ବିଣ. — ଯାହା ଟାଣୁଆ ହୋଇ ବନ୍ଧା ହୋଇ ଥାଏ — Firmly bound