ଦୃଢ଼ ନିଶ୍ଚୟ Dṛuṟḍ̠ẖa niṣchaya

  • ସଂ. ବିଣ. ପୁଂ. (ବହୁବ୍ରୀହି; ଦୃଢ଼+ନିଶ୍ଚୟ) — ଯାହାର ସିଦ୍ଧାନ୍ତ ଅଟଳ — Confident; certain; firm in one's conclusions or convictions
  • ସଂ. ବିଣ. ପୁଂ. (ବହୁବ୍ରୀହି; ଦୃଢ଼+ନିଶ୍ଚୟ) — ସ୍ଥିର ପ୍ରତିଜ୍ଞ — Of firm resolve