ଦୃଷ୍ଟିରେ ଆସିବା Dṛushṭire āsibā

  • ଦେ. କ୍ରି — ଆଖି ଆଗରେ ପଡ଼ିଯିବା — To come to sight
  • ଦେ. କ୍ରି — ଦେଖାଯିବା — To be seen
  • ଦେ. କ୍ରି — ନିଜର ତତ୍ୱାବଧାନରେ ରହିବା — To be under one's care
  • ଦେ. କ୍ରି — ଜ୍ଞାନଗୋଚର ହେବା — To come under one's notice