ଦୃଷ୍ଟିପୂତ Dṛushṭi pūta
- ସଂ. ବିଣ. ( 3 ୟା ତତ୍; ଦୃଷ୍ଟି+ ପୂତ=ପବିତ୍ର) — ନିଜେ ଦେଖିବା ଦ୍ୱାରା ଜ୍ଞାତ — Known by personal observation
- ସଂ. ବିଣ. ( 3 ୟା ତତ୍; ଦୃଷ୍ଟି+ ପୂତ=ପବିତ୍ର) — କୌଣସି ବ୍ଯକ୍ତିଙ୍କର ଆଖି ପଡ଼ିବା ଦ୍ୱାରା ପବିତ୍ରୀକୃତ — Hallowed by being looked at by some person
- ସଂ. ବିଣ. ( 3 ୟା ତତ୍; ଦୃଷ୍ଟି+ ପୂତ=ପବିତ୍ର) — ଦେଖିବାକୁ ପବିତ୍ର — Pure in the eyes of a person
- ସଂ. ବିଣ. ( 3 ୟା ତତ୍; ଦୃଷ୍ଟି+ ପୂତ=ପବିତ୍ର) — ଯାହାଙ୍କୁ ଦେଖିଲେ ଆଖି ପବିତ୍ର ହୁଏ — Whose sight makes one pure