ଦୃଷ୍ଟିଗୋଚର Dṛushṭi gochara
- ସଂ. ବିଣ. ( 6 ଷ୍ଠୀ ତତ୍; ଦୃଷ୍ଟି+ଗୋଚର) — ନୟନଗୋଚର; ଆଖିଦ୍ୱାରା ଦେଖାଯାଉ ଥିବା — Seen by the eyes; coming to view
- ସଂ. ବିଣ. ( 6 ଷ୍ଠୀ ତତ୍; ଦୃଷ୍ଟି+ଗୋଚର) — ଆଖିଦ୍ୱାରା ଯାହା ଦେଖା ଯାଇପାରେ — Perceptible to the eye; within the range of one's vision; visible
- ସଂ. ବିଣ. ( 6 ଷ୍ଠୀ ତତ୍; ଦୃଷ୍ଟି+ଗୋଚର) — ଜ୍ଞାତସାରରେ ଆସିଥିବା, ଜ୍ଞାନଗମ୍ୟ — Which has come to one's notice