ଦୃଷ୍ଟିଆ Dṛushṭiā

  • ଦେ. ବିଣ — ଖାଦ୍ୟ ନିମନ୍ତେ ଅଭିପ୍ରେତ ଯେଉଁ ପର୍ଦାଥରେ ଡାହାଣା ଡାହାଣୀଙ୍କ ଲୋଭଦୃଷ୍ଟି ପଡ଼ିବା ଯୋଗୁଁ ତାହା ବିସ୍ୱାଦ ହୋଇଯାଏ; ଆଖିଦୃଷ୍ଟିଆ — (food) Turned bad or unpalatable owing to having been looked on by sinister eyes