ଦୃଷ୍ଟି ରୋଧ Dṛushṭi rodha
- ସଂ. ବି. ( 6 ଷ୍ଠୀ ତତ୍; ଦୃଷ୍ଟି+ରୋଧ) — ଦୃଷ୍ଟି ଶକ୍ତିରେ ବାଧା — Obstruction to one's eyesight
- ସଂ. ବି. ( 6 ଷ୍ଠୀ ତତ୍; ଦୃଷ୍ଟି+ରୋଧ) — କୌଣସି ଦର୍ଶନୀୟ ବସ୍ତୁର ଓ ନିଜ ଆଖିର ମଧ୍ୟସ୍ଥ ସ୍ଥାନରେ କୌଣସି ଅବରୋଧକ ବସ୍ତୁ ରହିବା ଯୋଗୁଁ ଦର୍ଶନୀୟ ବସ୍ତୁକୁ ଦେଖା ନ ଯିବା — Obstruction to one's vision due to a thing intervening between the thing and one's eyes
- ସଂ. ବି. ( 6 ଷ୍ଠୀ ତତ୍; ଦୃଷ୍ଟି+ରୋଧ) — ବ୍ଯବଧାନ — Interposition; intervention
- ସଂ. ବି. ( 6 ଷ୍ଠୀ ତତ୍; ଦୃଷ୍ଟି+ରୋଧ) — ପରଦା — Screen