ଦୃଷ୍ଟି ବିଷ Dṛushṭi bisha

  • ସଂ. ବିଣ. (ବହୁବ୍ରୀହି; ଦୃଷ୍ଟି+ବିଷ) — ବିଷଦର୍ଶନ; ଯାହାର ଦର୍ଶନରେ ବିଷ ଥାଏ — Having a venomous glance
  • ବି — ଏକ ପ୍ରକାର ସର୍ପ — A kind of serpent whose look is said to be fatal
  • ବି — [ଦ୍ର—ଏ ସାପର ଦୃଷ୍ଟି ବିଷମୟ ଫଳ ଉତ୍ପାଦନ କରେ।]