ଦୃଷ୍ଟି ବିଜ୍ଞାନ Dṛushṭi bijn̄āna

  • ସଂ. ବି. (ପାରିଭାଷିକ ଶବ୍ଦ; ଆଧୁନିକ ପ୍ରୟୋଗ) — ଯେଉଁ ବିଜ୍ଞାନ ଦ୍ୱାରା 'ଦୃଷ୍ଟି' ଶକ୍ତି ଓ ଆଲୋକ ସମ୍ବନ୍ଧୀୟ ଜ୍ଞାନ ଲାଭ ହୁଏ; ଆଲୋକ ଶାସ୍ତ୍ର — Optics; the science of light