ଦୃଷ୍ଟାନ୍ତ Dṛushṭānta

  • ସଂ. ବି. (ବହୁବ୍ରୀହି. ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୂତି ଆଦିର ଶେଷଫଳ ଯହିଁରେ) — ନମୁନା — Model; pattern
  • ସଂ. ବି. (ବହୁବ୍ରୀହି. ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୂତି ଆଦିର ଶେଷଫଳ ଯହିଁରେ) — ନିଦର୍ଶନ; ଉଦାହରଣ — An example; illustration; instance
  • ସଂ. ବି. (ବହୁବ୍ରୀହି. ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୂତି ଆଦିର ଶେଷଫଳ ଯହିଁରେ) — ତୁଳନା; ଉପମା — Comparision
  • ସଂ. ବି. (ବହୁବ୍ରୀହି. ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୂତି ଆଦିର ଶେଷଫଳ ଯହିଁରେ) — ଗଣନା; ଉଲ୍ଲେଖ — Enumeration; mention
  • ସଂ. ବି. (ବହୁବ୍ରୀହି. ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୂତି ଆଦିର ଶେଷଫଳ ଯହିଁରେ) — ଉପମାନ, ତୁଳନା କରାଯିବା ବସ୍ତୁ — An object of comparision
  • ସଂ. ବି. (ବହୁବ୍ରୀହି. ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୂତି ଆଦିର ଶେଷଫଳ ଯହିଁରେ) — (ଅଳଙ୍କାର ଶାସ୍ତ୍ର) ପରସ୍ପର ତୁଲ୍ୟଧର୍ମାବଲମ୍ବୀ ଦୁଇ ବସ୍ତୁର ସାଦୃଶ୍ୟ ନିର୍ଦ୍ଦେଶାର୍ଥକ ଅଳଙ୍କାର — 2. A simile (rbhetorical figure)
  • ସଂ. ବି. (ବହୁବ୍ରୀହି. ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୂତି ଆଦିର ଶେଷଫଳ ଯହିଁରେ) — ଚନ୍ଦ୍ରକୁ ଚକୋର ଜଳଧରକୁ ଚାତକ, ପାୟେ ତୋତେ କରି ଥାଇ ମୁଁ ଆଶୀ ଅନେକ, ଧାତା ନଟକାର ପରି, ଦେଖାଇତ ହରି ନେଲା କନକ ଗଉରୀ। ଭଞ୍ଜ. ପ୍ରେମସୁଧାନିଧି।
  • ସଂ. ବି. (ବହୁବ୍ରୀହି. ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୂତି ଆଦିର ଶେଷଫଳ ଯହିଁରେ) — [ଦ୍ର—ସାଧାରଣ ଧର୍ମବାଚକ ପଦ ଦ୍ୱୟ ଆପାତତଃ ଭିନ୍ନାର୍ଥ— ବୋଧକ ହେଲେହେଁ. ଯେଉଁଠାରେ ସାଧାରଣଧର୍ମର ବିମ୍ବ ପ୍ରତିବିମ୍ବ ଭାବ ଦ୍ୱାରା ବାକ୍ୟ ଦ୍ୱୟର ଉପମାନ ଓ ଉପମେୟ ଭାବ ପରିସ୍ଫୁଟ ହୁଏ ସେଠାରେ ଦୃଷ୍ଟାନ୍ତ ଅଳଙ୍କାର ହୁଏ। କୁଳମଣି ଅଳଙ୍କାର ତରଙ୍ଗୀଣୀ।]
  • ସଂ. ବି. (ବହୁବ୍ରୀହି. ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୂତି ଆଦିର ଶେଷଫଳ ଯହିଁରେ) — ନୀତି କଥା — A book of moral lessons; parable
  • ସଂ. ବି. (ବହୁବ୍ରୀହି. ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୂତି ଆଦିର ଶେଷଫଳ ଯହିଁରେ) — ମୃତ୍ୟୁ — Death
  • ସଂ. ବି. (ବହୁବ୍ରୀହି. ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୂତି ଆଦିର ଶେଷଫଳ ଯହିଁରେ) — ଶାସ୍ତ୍ର — Scripture