ଦୃଶ୍ୟ ହେବା Dṛuṡya hebā

  • ଦେ. କ୍ରି. — ଦେଖାଯିବା — To be seen; to appear
  • ଦେ. କ୍ରି. — ମାୟା ସହିତ ହେଲେ ଦୃଶ୍ୟ, ଯେ ହରି ପୁରାଣ ପୁରୁଷ। ଜଗନ୍ନାଥ. ଭାଗବତ।
  • ଦେ. କ୍ରି. — ସମ୍ମୁଖରେ ଉପସ୍ଥିତ ହେବା — To appear before a person
  • ଦେ. କ୍ରି. — କଳ୍ପନା ଶକ୍ତିଦ୍ୱାରା ଜଣା ପଡ଼ିବା — To be known with the help of the imagination
  • ଦେ. ବି — ଦୃଷ୍ଟି ଶକ୍ତି କାର୍ଯ୍ୟକାରୀ ବା ପ୍ରଖର ହେବା ଅବସ୍ଥା — Ability to see; keenness of eyesight
  • ଦେ. ବି — (ଯଥା—ଚାଳିଶାଯୋଗୁଁ 4 ବରଷ ହେଲା ମୋତେ ଦୃଶ୍ୟ ହେଉ ନାହିଁ।) — (ଯଥା—ଚାଳିଶାଯୋଗୁଁ4ବରଷ ହେଲା ମୋତେ ଦୃଶ୍ୟ ହେଉ ନାହିଁ)