ଦୃଶ୍ୟ କାବ୍ୟ Dṛuṡya kābya
- ସଂ. ବି. (କର୍ମଧା; ଦୃଶ୍ୟ+କାବ୍ୟ) — ରଙ୍ଗାଳୟରେ ନାୟକ ନାୟିକାମାନଙ୍କଦ୍ୱାରା ଅଭିନୀତ କାବ୍ଯବିଶେଷ, ଯହିଁରେ ପାତ୍ରମାନେ ଅଙ୍ଗଭଙ୍ଗି ଆଦି ଦ୍ୱାରା ମନୋଗତ— ଭାବ ବ୍ଯକ୍ତି କରି ଅଭିନୟ କରନ୍ତି — A pantomine; a drama chiefly representative in character; a drama acted by dumb show of gestures without speaking
- ସଂ. ବି. (କର୍ମଧା; ଦୃଶ୍ୟ+କାବ୍ୟ) — [ଦ୍ର—ଏହା ରୂପକ ଏବଂ ଉପରୂପକ ଭେଦରେ ବହୁବିଧ; ତହିଁ ମଧ୍ୟରୁ ନାଟକ ଏକପ୍ରକାର ଦୃଶ୍ୟ କାବ୍ୟ ଅଟେ।]
- ସଂ. ବି. (କର୍ମଧା; ଦୃଶ୍ୟ+କାବ୍ୟ) — ନାଟକ — Drama