ଦୃକ୍ପାତ Dṛuk-pāta
- ସଂ. ବି. ( 6 ଷ୍ଠୀ ତତ୍; ଦୃକ୍+ପାତ) — ନେତ୍ରପାତ; ଦୃଷ୍ଟିପାତ; ଆଖି ପକାଇବା; ଦେଖିବା; ଅବଲୋକନ — A look; casting of a glance; seeing
- ସଂ. ବି. ( 6 ଷ୍ଠୀ ତତ୍; ଦୃକ୍+ପାତ) — ଦର୍ଶନ — Sight; view; a glance
- ସଂ. ବି. ( 6 ଷ୍ଠୀ ତତ୍; ଦୃକ୍+ପାତ) — (ଲକ୍ଷଣାର୍ଥ) ମନୋଯୋଗ; ଖାତିର୍ — (figurative) care; attention
- ସଂ. ବି. ( 6 ଷ୍ଠୀ ତତ୍; ଦୃକ୍+ପାତ) — (ଯଥା—ମୁଁ ଏତେ ଦୁଃଖ ପାଉଛି; ତଥାପି ମୋ ପୁଅର ଏଥିକି ଦୃକ୍ପାତ ନାହିଁ ।)