ଦୃକ୍ପାତ କରିବା Dṛuk-pāta karibā

  • ଦେ. କ୍ରି — ଆଖି ପକାଇବା — To cast an eye on
  • ଦେ. କ୍ରି — ଚାହିଁବା; ଦେଖିବା — To look at
  • ଦେ. କ୍ରି — ମନୋଯୋଗ ଦେବା — To attend