ଦୃକ୍କର୍ଣ୍ଣ Dṛuk-karṇṇa

  • ସଂ. ବି. (ଦ୍ୱନ୍ଦ୍ୱ, ଦୃକ୍+କର୍ଣ୍ଣ) — ଆଖି ଓ କାନ — The eye and the ear
  • ସଂ. ବି. (ଦ୍ୱନ୍ଦ୍ୱ, ଦୃକ୍+କର୍ଣ୍ଣ) — ଦୃଷ୍ଟି ଓ ଶ୍ରୁତି — Seeing and hearing
  • ସଂ. ବି. (ଦ୍ୱନ୍ଦ୍ୱ, ଦୃକ୍+କର୍ଣ୍ଣ) — (ଯଥା—ଆଜି ଆପଣଙ୍କ ନିକଟରେ ଉପସ୍ଥିତ ହୋଇ ମୋର ଦୃକ୍କର୍ଣ୍ଣର ବିବାଦ ମୀମାଂସା ହୋଇଗଲା।)
  • ସଂ. ବି. (ଦ୍ୱନ୍ଦ୍ୱ, ଦୃକ୍+କର୍ଣ୍ଣ) — (ବହୁବ୍ରୀହି) ସାପ; ଚକ୍ଷୁଃଶ୍ରବାଃ — Serpent
  • ସଂ. ବି. (ଦ୍ୱନ୍ଦ୍ୱ, ଦୃକ୍+କର୍ଣ୍ଣ) — [ଦ୍ର—ସାପମାନେ ଆଖି ଦ୍ୱାରା ଶୁଣନ୍ତି ବୋଲି ପ୍ରବାଦ ଅଛି।]
  • ବିଣ. (ବହୁବ୍ରୀହି) — ଯେ ଆଖିଦ୍ୱାରା ଶୁଣେ; ଯାହାର ଆଖି କାନର କାର୍ଯ୍ୟ କରେ; ଚକ୍ଷୁଃଶ୍ରବାଃ — Whose eyes do the part of ears; hearing; through the eyes