ଦୂଷିତ Dūshita
- ସଂ. ବିଣ. (ଦୂଷ୍ ଧାତୁ=ଦୋଷଯୁକ୍ତ ହେବା+କର୍ମ. ତ) ଯାହାର ମହତ୍ତ୍ୱ ନଷ୍ଟ କରା ଯାଇଅଛି — Dishonoured
- ସଂ. ବିଣ. (ଦୂଷ୍ ଧାତୁ=ଦୋଷଯୁକ୍ତ ହେବା+କର୍ମ. ତ) ଦୋଷପ୍ରାପ୍ତ; ଦୁଷ୍ଟ — Corrupted
- ସଂ. ବିଣ. (ଦୂଷ୍ ଧାତୁ=ଦୋଷଯୁକ୍ତ ହେବା+କର୍ମ. ତ) କଳୁଷିତ; କଳଙ୍କିତ — Spoiled; stained
- ସଂ. ବିଣ. (ଦୂଷ୍ ଧାତୁ=ଦୋଷଯୁକ୍ତ ହେବା+କର୍ମ. ତ) ନିନ୍ଦିତ; ଗର୍ହିତ — Condemnable
- ସଂ. ବିଣ. (ଦୂଷ୍ ଧାତୁ=ଦୋଷଯୁକ୍ତ ହେବା+କର୍ମ. ତ) ପାପିଷ୍ଠ; ପାପପୂର୍ଣ୍ଣ — Sinful
- ସଂ. ବିଣ. (ଦୂଷ୍ ଧାତୁ=ଦୋଷଯୁକ୍ତ ହେବା+କର୍ମ. ତ) ଅପବିତ୍ରୀକୃତ — Defiled; polluted; conta- minated; tainted
- ସଂ. ବିଣ. (ଦୂଷ୍ ଧାତୁ=ଦୋଷଯୁକ୍ତ ହେବା+କର୍ମ. ତ) ଅପବାଦଗ୍ରସ୍ତ — Calumniated; scandalised
- ସଂ. ବିଣ. (ଦୂଷ୍ ଧାତୁ=ଦୋଷଯୁକ୍ତ ହେବା+କର୍ମ. ତ) ମୈଥୁନାପବାଦଯୁକ୍ତ — Scandalised for sexual intercourse