ଦୂଷିକା Dūshikā

  • ସଂ. ବିଣ. (ଦୂଷିକ+ସ୍ତ୍ରୀ+ଆ) — ଦୂଷଣ କାରିଣୀ — A maliging (woman)
  • ବି. (ଦୂଷି+ସ୍ୱାର୍ଥେ. କ+ଆ) — ନେତ୍ର ମଳ — Rheum of the eye
  • ବି. (ଦୂଷି+ସ୍ୱାର୍ଥେ. କ+ଆ) — ତୂଳିକା — Painter's brush