ଦୂର୍ପଳେଇବା Dūr-paḻeibā
- ଦେ. କ୍ରି (ସଂ. ଦୁର୍+ପଳାୟନ) — ତିରଷ୍କାର, ଧିକ୍କାର ବା ଘୃଣିତ ବ୍ଯବହାର ପ୍ରାପ୍ତ ହେବା ଯୋଗୁଁ ବା ଏଥିର ଭୟରେ କୌଣସି ସ୍ଥାନ ତ୍ୟାଗ କରିବା — To flee away from a place through fear or insult
- ଦେ. କ୍ରି (ସଂ. ଦୁର୍+ପଳାୟନ) — ଭୟରେ ହଠାତ୍ କୌଣସି ସ୍ଥାନ ତ୍ୟାଗ କରିବା — To suddenly leave a place through fright
- ଦେ. କ୍ରି (ସଂ. ଦୁର୍+ପଳାୟନ) — କୌଣସି ସ୍ଥାନରୁ ଦୂରରେ ରହିବା — To keep one's self at a safe distance