ଦୂର୍ଦୂର୍ କରିବା Dūr-dūr karibā

  • ଦେ. କ୍ରି — ଘୃଣା ପ୍ରକାଶପୂର୍ବକ ବା ମାରିବାର ଭୟ ଦେଖାଇ ବା ଛି ଛି କରି ତଡ଼ିଦେବା — To drive away with contempt
  • ଦେ. କ୍ରି — କୌଣସି ବ୍ଯକ୍ତିପ୍ରତି ଅତ୍ୟନ୍ତ ଘୃଣା ପ୍ରକାଶ କରିବା — To treat a man with contempt; to despise