ଦୂରଦୃଷ୍ଟି Dūradāusṭi
- ସଂ. ବି (କର୍ମଧାରୟ; ଦୂର+ଦୃଷ୍ଟି) — ଦୀର୍ଘଦର୍ଶନ; ବହୁ ଦୂରକୁ ଦେଖିବା — Seeing to a great distance; far-sight
- ସଂ. ବି (କର୍ମଧାରୟ; ଦୂର+ଦୃଷ୍ଟି) — ବହୁଦୂରସ୍ଥ ପଦାର୍ଥ ଦେଖିବାର ଶକ୍ତି — Long-sightedness
- ସଂ. ବି (କର୍ମଧାରୟ; ଦୂର+ଦୃଷ୍ଟି) — କୌଣସି ବିଷୟର ପରିଣାମପ୍ରତି ଦୃଷ୍ଟି ରଖିବା; ଦୂର ଦର୍ଶିତା — Prudence; foresight
- ସଂ. ବି (କର୍ମଧାରୟ; ଦୂର+ଦୃଷ୍ଟି) — (ବହୁବ୍ରୀହି) ଶାଗୁଣା; ଶକୁନି — Vulture
- ସଂ. ବି (କର୍ମଧାରୟ; ଦୂର+ଦୃଷ୍ଟି) — ଦୂରବୀକ୍ଷଣ ଯନ୍ତ୍ର — Telescope
- ବିଣ (ବହୁବ୍ରୀହି) — ଯେ ଦୂରକୁ ଦେଖିପାରେ — Far-seeing; far-sighted
- ବିଣ (ବହୁବ୍ରୀହି) — ପରିଣାମଦର୍ଶୀ — Prudent; provident; sagacious
- ବିଣ (ବହୁବ୍ରୀହି) — ତ୍ରିକାଳଜ୍ଞ; ଯେ ଭବିଷ୍ୟତ୍ ଜାଣେ — Having insight into the future
- ବିଣ (ବହୁବ୍ରୀହି) — ବିଜ୍ଞ — Wise
- ବିଣ (ବହୁବ୍ରୀହି) — ପଣ୍ଡିତ — Learned