ଦୂରଦର୍ଶୀ Dūradarṡī
- ସଂ. ବିଣ. ପୁଂ (ଦୂର+ଦୃଶ୍ ଧାତୁ+କର୍ତ୍ତୃ. ଇନ୍, 1 ମା. 1 ବ) — ଯେଉଁ ଲୋକ ଅନେକ ଦୂରରୁ ଦେଖିପାରେ; ଦୂରଦୃଷ୍ଟି; ଦୀର୍ଘଦୃଷ୍ଟି — Far-seeing; capable of seeing from a great distance
- ସଂ. ବିଣ. ପୁଂ (ଦୂର+ଦୃଶ୍ ଧାତୁ+କର୍ତ୍ତୃ. ଇନ୍, 1 ମା. 1 ବ) — ଯେଉଁ ବ୍ଯକ୍ତି ନିଜର ବୁଦ୍ଧିବୃତ୍ତି ଓ ଅନୁଭବଦ୍ୱାରା ଭବିଷ୍ୟତ୍ ଘଟନା ଜାଣିପାରି ତଦନୁସାରେ ଚଳେ; ପରିମାଣଦର୍ଶୀ — Prudent; having foresight
- ସଂ. ବିଣ. ପୁଂ (ଦୂର+ଦୃଶ୍ ଧାତୁ+କର୍ତ୍ତୃ. ଇନ୍, 1 ମା. 1 ବ) — ବିଜ୍ଞ; ବୋଦ୍ଧା; ଜ୍ଞାନୀ — Wise
- ସଂ. ବିଣ. ପୁଂ (ଦୂର+ଦୃଶ୍ ଧାତୁ+କର୍ତ୍ତୃ. ଇନ୍, 1 ମା. 1 ବ) — ବୁଦ୍ଧିମାନ୍ — Intelligent
- ସଂ. ବିଣ. ପୁଂ (ଦୂର+ଦୃଶ୍ ଧାତୁ+କର୍ତ୍ତୃ. ଇନ୍, 1 ମା. 1 ବ) — ପଣ୍ଡିତ — Learned
- ବି — ଗୃଧ; ଶାଗୁଣା — A vulture
- ବି — ବିଭୀଷଣ ଦୂରଦର୍ଶୀ ଅଦ୍ଭୁତ ଖଗ ଗରାସି ସଜୀବେ ପଳ ଖଣ୍ଡନ ଯହୁଁ ଯେ। ଭଞ୍ଜ. ବୈଦେହୀ ବିଳାସ।