ଦୂରଦର୍ଶିତା Dūradarṡitā

  • ସଂ. ବି (ଦୂରଦର୍ଶିନ୍+ଭାବ. ତା) — ପରିଣାମଦର୍ଶିତା — Ability to look far into the future; foresight
  • ସଂ. ବି (ଦୂରଦର୍ଶିନ୍+ଭାବ. ତା) — ପାଣ୍ଡିତ୍ୟ; ଜ୍ଞାନ — Erudition; knowledge