ଦୂରଛଡ଼ା Dūrachhaṟḍ̠ā

  • ଦେ. ବିଣ. (ସଂ. ଦୂରସ୍ଥ; ଦୂରସ୍ଥିତ) — ଦୂରରେ ଅବସ୍ଥିତ — Situated at a long distance
  • ଦେ. ବିଣ. (ସଂ. ଦୂରସ୍ଥ; ଦୂରସ୍ଥିତ) — ଦୂରକୁ ବିତାଡ଼ିତ — Driven away to a great distance
  • ଦେ. ବିଣ. (ସଂ. ଦୂରସ୍ଥ; ଦୂରସ୍ଥିତ) — ପରସ୍ପରଠାରୁ ବହୁ ବ୍ଯବଧାନରେ ଅବସ୍ଥିତ; ଅଲଗା ଅଲଗା — Situated far apart from one another
  • ଦେ. ବିଣ. (ସଂ. ଦୂରସ୍ଥ; ଦୂରସ୍ଥିତ) — (ଯଥା—ନଡ଼ିଆ ଗଛକୁ ଦୂରଛଡ଼ା କରି ଲଗାଇଲେ ଖୁବ୍ ଭଲ ଫଳ ହୁଏ।)