ଦୂରଗାମୀ Dūragāmī

  • ସଂ. ବିଣ. ପୁଂ.—(ଦୂର+ଗମ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ.) — ଯେ ଦୂରକୁ ଯାଇ ଅଛି — Gone to a distance; removed to a distance
  • ସଂ. ବିଣ. ପୁଂ.—(ଦୂର+ଗମ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ.) — ବହୁଦୂରକୁ ବିସ୍ତୃତ — Extending far